Jump to content

କେରଳ

ଉଇକିପିଡ଼ିଆ‌ରୁ

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.

କେରଳ
കേരളം
ଭାରତରେ କେରଳର ଅବସ୍ଥାନ
ଭାରତରେ କେରଳର ଅବସ୍ଥାନ
କେରଳର ମାନଚିତ୍ର
କେରଳର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧ ନଭେମ୍ବର ୧୯୫୬
ରାଜଧାନୀଥିରୁଅନନ୍ତପୁରମ
ବୃହତ୍ତମ ନଗରଥିରୁଅନନ୍ତପୁରମ
ଜିଲ୍ଲା ସଂଖ୍ୟା୧୪
Government
 • ରାଜ୍ୟପାଳଏମ୍.ଓ.ଏଚ. ଫାରୁକ
 • ମୁଖ୍ୟମନ୍ତ୍ରୀଓମେନ ଚଣ୍ଡି
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୧୪୧ ଆସନ)
Area
 • ସମୁଦାୟ38,863 km2 (15,005 sq mi)
 • Rankଷୋଡଶ (୧୬ଶ)
Population
 (୨୦୧୧)
 • Total୩୩୩୮୭୬୭୭
 • Rankଦ୍ୱାଦଶ (୧୨ଶ)
 • Density860/km2 (2,200/sq mi)
Time zoneUTC+୦୫:୩୦ (IST)
ISO 3166 codeIN-KL
HDIIncrease ୦.୮୧୪ (ଅଧିକ)
HDI କ୍ରମାଙ୍କପ୍ରଥମ (୨୦୦୫)
ସାକ୍ଷରତା୯୯%
ସରକାରୀ ଭାଷାମାଲାୟାଲାମ
Websitekerala.gov.in

କେରଳ (ମାଲାୟଲମ: കേരളം, केरळम्) ଭାରତର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ଏହାର ରାଜଧାନୀ ତିରୁବନନ୍ତପୁରମ୍ (ଥିରୁଅନନ୍ତପୁରମ) । ମଲାୟଲମ୍ (മലയാളം, मलयाळम्) ଏହି ରାଜ୍ୟର ମୁଖ୍ୟ ଭାଷା । ଏହା ୧୯୫୬ ମସିହା ନଭେମ୍ବର ୧ ତାରିଖ ଦିନ ରାଜ୍ୟର ମନ୍ୟତା ପ୍ରାପ୍ତ କଲା । ଏଠାରେ ହିନ୍ଦୁ ଓ ମୁସଲମାନମାନଙ୍କ ବ୍ୟତୀତ ଖ୍ରୀଷ୍ଟିଆନମାନେ ମଧ୍ୟ ବହୁଳ ସଙ୍ଖ୍ୟାରେ ବସବାସ କରନ୍ତି । ଭାରତର ଦକ୍ଷଣ - ପଶ୍ଚିମ ସୀମାରେ ଆରବ ସାଗର ଓ ସହାଦ୍ରି ପର୍ବତ ଶୃଙ୍ଖଳାମାନଙ୍କ ମଧ୍ୟରେ ଏକ ଚିତାକର୍ଶକ ଭୂଭାଗ ଅବସ୍ଥିତ ଯାହାକୁ କେରଳ କୁହାଯାଏ ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଭାଷା ଓ ସାହିତ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

Government