Scandals, affairs, conspiracies. And that’s just the news team.
- 2026 Emmy® NomineeAnother Season Is Coming
- Another Season Is Coming
Seth Rogen stars in an outrageous showbiz satire.
Favourites among Ted Lasso fans
ସମସ୍ତ Apple Originals ବ୍ରାଉଜ୍ କରନ୍ତୁ
ଏଠାରେ ଏବଂ ଆପଣଙ୍କ TV ରେ ଦେଖନ୍ତୁ।
TV ଆପ୍ରେ Apple TV ଖୋଜନ୍ତୁ, ଯାହା ଆପଣଙ୍କ Apple ଡିଭାଇସ୍, ସ୍ମାର୍ଟ୍ TV, ଓ୍ବେବ୍ ଆଦିରେ ଉପଲବ୍ଧ।
- Apple TV 4K
Watch ଯିବା ସମୟରେ।
Apple TV watch ପାଇଁ ସମସ୍ତ ଉପାୟ ଦେଖନ୍ତୁ- iPhone
- iPad
- Mac ଏବଂ Windows
- Apple Vision Pro
- AirPlay
- Android
- ୱେବ୍
ପ୍ରଶ୍ନ? ଉତ୍ତର।
Apple TV କ’ଣ?
Apple TV ହେଉଛି Apple Originals ର ହୋମ୍, ଯେଉଁଥିରେ ଶତାଧିକ ଏକ୍ସ୍କ୍ଲୁସିଭ୍ ଶୋ' ଏବଂ ମୂଭି ଅଛି — ରୋମାଞ୍ଚକର ଡ୍ରାମା ଏବଂ ଏପିକ୍ ସାଇ-ଫାଇ ଠାରୁ ଆରମ୍ଭ କରି ଫିଲ୍-ଗୁଡ୍ କମେଡି ପର୍ଯ୍ୟନ୍ତ — ପ୍ରତି ସପ୍ତାହରେ ନୂଆ ରିଲୀଜ୍ ଏବଂ ବିନା କୌଣସି ବିଜ୍ଞାପନରେ। ଜଣେ Apple TV ସବ୍ସ୍କ୍ରାଇବର୍ ଭାବରେ, ଆପଣ ନିୟମିତ ସୀଜନ୍ ସମୟରେ ପ୍ରତି ଶୁକ୍ରବାର ଦୁଇଟି MLB ମ୍ୟାଚ୍ଅପ୍ ସହିତ Friday Night Baseball ମଧ୍ୟ ଦେଖିପାରିବେ। 2026 ରୁ ଆରମ୍ଭ କରି, ଆପଣ ପ୍ରତ୍ୟେକ Major League Soccer ମ୍ୟାଚ୍ ଏବଂ ପ୍ରତ୍ୟେକ Formula 1 Grand Prix (କେବଳ U.S.) ଷ୍ଟ୍ରୀମ୍ କରିପାରିବେ — ପ୍ରତ୍ୟେକ ପ୍ରାକ୍ଟିସ୍ ଲାପ୍, ଯୋଗ୍ୟତା ସେସନ୍ ଏବଂ ରେସ୍। ସବ୍ସ୍କ୍ରାଇବ୍ କରନ୍ତୁ ଏବଂ Apple TV ଆପ୍ କିମ୍ବା ଏଠାରେ tv.apple.com ରେ ଦେଖନ୍ତୁ। Apple TV ସବ୍ସ୍କ୍ରିପ୍ସନ୍ରେ ତୃତୀୟ-ପକ୍ଷ ସବ୍ସ୍କ୍ରିପ୍ସନ୍ ସେବା, କିମ୍ବା Apple TV ଆପ୍ରେ ଭଡ଼ା କିମ୍ବା କ୍ରୟ ପାଇଁ ଉପଲବ୍ଧ କଣ୍ଟେଣ୍ଟ୍ ଅନ୍ତର୍ଭୁକ୍ତ ନୁହେଁ।Apple TV ସବ୍ସ୍କ୍ରିପ୍ସନ୍ର ମୂଲ୍ଯ କେତେ?
ଆପଣ ବାଛିଥିବା ଅଫର୍ ଉପରେ ନିର୍ଭର କରି ମୂଲ୍ୟ ଭିନ୍ନ ହୋଇପାରେ:- ଯଦି ଆପଣ ଏକ Apple TV 4K କିଣୁଛନ୍ତି, ତେବେ Apple TV 3 ମାସ ପାଇଁ ମାଗଣାରେ ଉପଲବ୍ଧ ହେବ।1
- ମାସିକ ସବ୍ସ୍କ୍ରିପ୍ସନ୍ ପ୍ରତି ମାସ ପାଇଁ କେବଳ , ଅଟେ।
- Apple TV କୁApple One ରେ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ ଗୋଟିଏ ମାସିକ ସବ୍ସ୍କ୍ରିପ୍ସନ୍ରେ ପାଞ୍ଚଟି ଅନ୍ୟ Apple ସେବା ବଣ୍ଡଲ୍ ହୋଇଛି।
- Apple Music ବିଦ୍ୟାର୍ଥୀ ପ୍ଲାନ୍ ମାଗଣା Apple TV ସବ୍ସ୍କ୍ରିପ୍ସନ୍ ସହିତ ଆସିଥାଏ।3
ମୁଁ ମାଗଣାରେ Apple TV ସବ୍ସ୍କ୍ରିପ୍ସନ୍ ପାଇପାରିବି କି?
ମାଗଣାରେ Apple TV ପରୀକ୍ଷା କରିବା ପାଇଁ କିଛି ଉପାୟ ଅଛି। ପ୍ରଥମେ, ଆପଣଙ୍କ iPhone, iPad, Apple TV 4K କିମ୍ବା HD ରେ, କିମ୍ବା ଯେକୌଣସି ଷ୍ଟ୍ରିମିଂ ଡିଭାଇସ୍ରେ କିମ୍ବା ଏଠାରେ tv.apple.com ରେ Apple TV ଆପ୍ର ଏକ ଟ୍ରାୟଲ୍ ଆରମ୍ଭ କରି ଏହାକୁ 7 ଦିନ ପାଇଁ ମାଗଣାରେ ପରୀକ୍ଷା କରନ୍ତୁ।[2] ଯଦି ଆପଣ ସମ୍ପ୍ରତି Apple ହାର୍ଡ୍ୱେୟର୍ କିଣିଛନ୍ତି ଯେଉଁଥିରେ Apple TV ର 3-ମାସ କିମ୍ବା ଅନ୍ୟାନ୍ୟ ମାଗଣା ପରୀକ୍ଷଣ ଅନ୍ତର୍ଭୁକ୍ତ ଅଛି ଏବଂ ଆପଣ ଏଥିପାଇଁ ଯୋଗ୍ୟ ଅଟନ୍ତି, ତେବେ ଆପଣ ସମ୍ପ୍ରତି କ୍ରୟ କରିଥିବା ହାର୍ଡ୍ୱେୟର୍ ସହିତ ଜଡ଼ିତ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବା ସମୟରେ ଅଫର୍ ସ୍ୱୟଂଚାଳିତ ଭାବରେ Apple TV ଆପ୍ରେ ଦେଖାଯିବ।ମୁଁ Apple TV କେଉଁଠାରେ ଦେଖିପାରିବି?
ଆପଣ ଆପଣଙ୍କ ଫେଭରିଟ୍ Apple ଡିଭାଇସ୍, ସ୍ମାର୍ଟ୍ TV, ଷ୍ଟ୍ରୀମିଂ ଡିଭାଇସ୍, ଗେମ୍ କନ୍ସୋଲ୍, Android ମୋବାଇଲ୍ ଡିଭାଇସ୍, Windows ଏବଂ କେତେକ ଚୟନିତ କେବଲ୍ ବକ୍ସ୍ ରେ Apple TV ଆପ୍ରେ ଦେଖିପାରିବେ। ଏହା ସହିତ, ଆପଣଙ୍କ ୱେବ୍ ବ୍ରାଉଜର୍ରେ tv.apple.com ରେ ଦେଖନ୍ତୁ।Apple TV ସବ୍ସ୍କ୍ରିପ୍ସନ୍ରେ ମୁଁ କ’ଣ ଦେଖିପାରିବି?
Apple TV ସହିତ, ଆପଣ ଶତାଧିକ Apple Original ଶୋ' ଏବଂ ମୂଭି ଦେଖିପାରିବେ ଏବଂ Friday Night Baseball ସହିତ ନିୟମିତ ସୀଜନ୍ ସମୟରେ ପ୍ରତି ଶୁକ୍ରବାର ଦୁଇଟି MLB ମ୍ୟାଚ୍ଅପ୍ ଦେଖିପାରିବେ ଏବଂ 2026 ରୁ ଆରମ୍ଭ କରି ଆପଣ Formula 1 (କେବଳ U.S.)—ପ୍ରତ୍ୟେକ ପ୍ରାକ୍ଟିସ୍ ଲାପ୍, ଯୋଗ୍ୟତା ସେସନ୍ ଏବଂ ରେସ୍—ଏହା ସହିତ ପ୍ରତ୍ୟେକ Major League Soccer ମ୍ୟାଚ୍ ଷ୍ଟ୍ରୀମ୍ କରିବାକୁ ସମର୍ଥ ହେବେ। Apple TV ହେଉଛି Emmy® ପୁରସ୍କାର ବିଜେତା ସିରୀଜ୍ “The Studio,” “Severance,” “The Morning Show,” “Slow Horses,” ଏବଂ “Ted Lasso,” “Shrinking,” “Your Friends & Neighbors,” “Hijack,” ଏବଂ “Monarch: Legacy of Monsters,” ପରି ଗ୍ଲୋବଲ୍ ହିଟ୍ ଏବଂ “The Gorge,” ପରି Apple Original Films ର ହୋମ୍, ଯେଉଁଥିରେ ପ୍ରତି ସପ୍ତାହରେ ନୂଆ ରିଲୀଜ୍ ହୋଇଥାଏ। ଆପଣ ଏହାକୁ Apple TV ଆପ୍ ଏବଂ tv.apple.com ରେ ଦେଖିପାରିବେ।ମୁଁ ମୋ ପରିବାର ସହିତ ମୋର Apple TV ସବ୍ସ୍କ୍ରିପ୍ସନ୍ ଶେୟର୍ କରିପାରିବି କି?
ହଁ। Apple TV ଆପଣଙ୍କୁ ପରିବାରର ସର୍ବାଧିକ ପାଞ୍ଚ ଜଣ ସଦସ୍ଯଙ୍କ ସହ ଆପଣଙ୍କ ସବ୍ସ୍କ୍ରିପ୍ସନ୍ ମାଗଣାରେ ଶେୟର୍ କରିବାକୁ ଦେଇଥାଏ।Formula 1 ମୁଁ କେଉଁଠାରେ ଦେଖିପାରିବି?
ଯଦି ଆପଣ U.S. ରେ ରହୁଛନ୍ତି, ତେବେ ଆପଣ ଆପଣଙ୍କ Apple TV ସବ୍ସ୍କ୍ରିପ୍ସନ୍ ସହିତ Formula 1 ରେସ୍ ଓ ଏକ୍ସ୍କ୍ଲୁସିଭ୍ କଣ୍ଟେଣ୍ଟ୍ ଦେଖିପାରିବେ। ଅଧିକ ଜାଣିବା ପାଇଁ, Apple TV ରେ Formula 1 କେଉଁଠାରେ ଦେଖିବେ ଦେଖନ୍ତୁ।